💝 *ଆଜିର ଅନୁଚିନ୍ତା* 💝
🌻 *(ତାରିଖ - 19/12/2018)* 🌷🌻
*ପାଣିକୁ ଚିପିକି ଧରିଲେ ବି ତାକୁ ରଖି ପାରିବ ନାହିଁ...*
_*କିନ୍ତୁ,,,*_
*ତାକୁ ସ୍ୱତଃ ତା' ବାଟରେ ଛାଡିଦେବ ତ ତାହା ନିଜ ରାସ୍ତା ନିଜ ତିଆରି କରିଦେଇ ବହିଯିବ...*
*ସେହିଭଳି କେବେ କେବେ ଯଦି ଜୀବନରେ କୌଣସି ପରିସ୍ଥିତି ବୁଝି ହୁଏ ନାହିଁ,,,*
*ତା' ହେଲେ ତା ବିଷୟରେ ଅଧିକ ଚିନ୍ତା କରି ମୁଣ୍ଡ କୁ ଭାରାକ୍ରାନ୍ତ ନକରି ତା'କୁ ସ୍ୱତଃ ତା ବାଟରେ* *ଛାଡିଦେଲେ ଜୀବନ ନିଜ ରାସ୍ତା ନିଜ ନିଜେ ତିଆରି କରିହେବ...*
www.sulekhdunia.blogspot.com
🙏🙏ଜୟ ଜଗନ୍ନାଥ🙏🙏

No comments:
Post a Comment