🙏ଆଜିର ଅନୁଚିନ୍ତା 🙏
ତାରିଖ 12/12/2018
ଶାନ୍ତି ଠାରୁ ବଡ ତପ ନାହିଁ .
ଧାର୍ଯ୍ୟ ଓ ସନ୍ତୋସଠୁ ବଡ ସୁଖ ନାହିଁ
ଲାଳସା ଓ ଲୋଭଠାରୁ ବଡ ରୋଗ ନାହିଁ
ଦୟା ,କ୍ଷମାଠାରୁ ବଡ ଦୟା ନାହିଁ !!
🙏ଜୟ ଜଗନ୍ନାଥ 🙏
[13/12, 9:49 AM] : 🙏ଆଜିର ଅନୁଚିନ୍ତା 🙏
ପ୍ରକୁତ ବନ୍ଧୁ ସେ ହୋଇଥାଏ ଯିଏ ଆପଣଙ୍କ ମନର ଭାବନାକୁ ବୁଝିପାରେ ଏବଂ ବିପରୀତ ପରିସ୍ଥିତି ରେ ମଧ୍ୟ ଆପଣଙ୍କ ହାତ ଛାଡି ନଥାଏ ||
ଜୀବନ ବଦଳାଇବା ପାଇଁ ଆମକୁ ବହୁତ ସମୟ ମିଳେ
ହେଲେ ସେ ସମୟକୁ ବଦଳାଇବାକୁ ଆଉ ଗୋଟିଏ ଜୀବନ ମିଳେ ନାହିଁ
ଏଣୁ ସମୟର ସଦୁପଯୋଗ କରନ୍ତୁ
🙏ଜୟ ଜଗନ୍ନାଥ🙏
🙏ଆଜିର ଅନୁଚିନ୍ତା 🙏
👌ତାରିଖ 13/12/2018👌
କୌଣସି କାର୍ଯ୍ୟ କରିବା ପାଇଁ ବୟସ ମାପକାଠି ହୋଇନଥାଏ ||
ଚିନ୍ତା,ସହନଶୀଳତା ଓ ଉଚ୍ଚକୋଟିର ଭାବନା ହିଁ ସଫଳତା ଆଣିଦିଏ .....🙏
🙏ଜୟ ଜଗନ୍ନାଥ 🙏
🙏ଆଜିର ଅନୁଚିନ୍ତା🙏
ତାରିଖ 14/12/2018
ଯେଉଁ ପ୍ରାଣୀ ଦାନ ଦିଏ ନାହିଁ,.
ସାଧୁସଙ୍ଗ କରେ ନାହିଁ ,
ଗୁରୁଜନଙ୍କୁ ମାନେ ନାହିଁ ,
ସେ ବଂଚି ଥାଇ କିଛି ଲାଭ ନାହିଁ
ତା ଜୀବନର କିଛି ସାର୍ଥକତା
ନଥାଏ || ସେ ଶବ ସହ ସମାନ ||
🙏🙏ଜୟ ଜଗନ୍ନାଥ🙏🙏

No comments:
Post a Comment