Monday, 31 December 2018

Ajira anuchinta sadhubani odia bhasa satya bachana

                       ***ସତ୍ୟ ବଚନ ***



ତୁମକୁ ଯିଏ ଥଟା କରୁଛି 
ତାକୁ ଥଟା କରିବାକୁ ଦିଅ 
ତୁମକୁ ଯିଏ ଖରାପ ଭାବୁଛି
ତାକୁ ଭାବିବା କୁ ଦିଅ 
କାରଣ ଏ ଦୁନିଆ ଏମିତି 
ଏଠି ଭଲ ଲୋକଙ୍କୁ ମିଳେ ନିନ୍ଦା 
ଖରାପ ଲୋକଙ୍କୁ ମିଳେ ପ୍ରଶଂସା 


                     ***ସତ୍ୟ ବଚନ ***





ଅଭିମାନ ସେହି କରେ ଯିଏ ତୁମକୁ 
ପ୍ରକୁତରେ ଭଲ ପାଏ 
କଥା କଥାରେ ଝଗଡା ସେହି କରେ 
ଯିଏ ତୁମକୁ ଅନୁଭବ  କରେ 
ତୁମର ଦୋଷ ସେହି ଖୋଜିବ ଯିଏ 
ତୁମକୁ ସବୁ ସମୟ ରେ miss କରେ 

       *** ସତ୍ୟ ବଚନ ***


ଜଣେ ଯଦି କିଛି ଭୁଲ ନ କରି 
ତୁମ ନିକଟରେ ମୁଣ୍ଡ ନୂଆୟେ 
ତେବେ ସେଇଟା ତାହାର ଦୁର୍ବଳତା
ନୁହଁ. ବରଂ  ତାହା ତୁମ ପ୍ରତି ଥିବା ଅତୁଟ ଭଲ ପାଇବା 

      *** ସତ୍ୟ ବଚନ ***


ମନୁଷ୍ୟ ଦୁଇଟି କାରଣ ଯୋଗୁ 
ସମ୍ପୂର୍ଣ ରୂପେ ବଦଳିଯାଏ  ଗୋଟିଏ 
ସେତେବେଳେ , ଯେତେବେଳେ 
ଜୀବନରେ କିଛି ବିଶେଷ ଜିନିଷ ଆସିଥାଏ ......
ଓ ଯେତେବେଳେ ଜୀବନରୁ  କିଛି 
ବିଶେଷ ଜିନିଷ ଦୁରେଇ ଯାଏ


        ***ସତ୍ୟ ବଚନ*** 


ବଡ ବିଚିତ୍ର  ଶବ୍ଦ  ଏ 
****SOoRy  ****
ମଣିଷ କହିଲେ  
               ଝଗଡା ଶେଷ 
ଡାକ୍ତର  କହିଲେ 
            ମଣିଷ ଶେଷ ,,,,,


***ସତ୍ୟ ବଚନ ***

👌କିଏ କାହାକୁ ଭୁଲି ଯାଏ 👌
* ଶିକ୍ଷା ଶେଷରେ  ଶିଷ୍ୟ  ଗୁରୁଙ୍କୁ  

* ପୁତ୍ର ବିବାହ  ହେଲାପରେ  ପିତାମାତାଙ୍କୁ . 

* ସମ୍ଭବ  ପରେ  ପତି ପତ୍ନୀ  କୁ 

* ଯାତ୍ରୀ  ନଦୀ  ପାରିହେବା  ପରେ ନାଉରିଆକୁ  

* ରୋଗୀ  ଆରୋଗ୍ୟ  ହେବା ପରେ 
Docter ଙ୍କୁ￰ ଭୁଲି ଯାଏ

No comments:

Post a Comment