Thursday, 27 December 2018

ଆଜିର ଅନୁଚିନ୍ତା ajira anuchinta sadhubani 2018/2019 odia bhasa ama bhasa

:              💝 *ଆଜିର ଅନୁଚିନ୍ତା*  💝


               (ତାରିଖ- ୨୮/୧୨/୨୦୧୮)

  *ଅନ୍ୟକୁ ବୁଝିବା ବୁଦ୍ଧିମାନ ଅଟେ ନିଜକୁ ବୁଝିବା ପ୍ରକୃତ ଜ୍ଞାନ ଅଟେ ,ଅନ୍ୟକୁ କାବୁ କରିବା ବଳ ଅଟେ ନିଜକୁ କାବୁ କରିବା ବାସ୍ତବିକ ଶକ୍ତି ଅଟେ ଯିଏ ସଂସାରକୁ ବଦଳାଇବା ପାଇଁ ଚେଷ୍ଟା କରିଛି ସେ ହାରି ଯାଇଛି କିନ୍ତୁ ଯିଏ ନିଜକୁ ବଦଳାଇଛି ସିଏ ଜିତି ଯାଇଛି ll*






*ଜୀବନରାସ୍ତା ବି ବଡ ଅଜବ ଜିତିଗଲେ ସମସ୍ତେ ପଛରେ ରହିଯାଆନ୍ତି ଆଉ ହାରିଗଲେ ନିଜ ଲୋକ ବି ଛାଡିକି ଯ‍ାଆନ୍ତି ll*





*ଆମର ଲକ୍ଷ୍ୟ ଆଡକୁ ଗଲେ ଆମେ ଆମ ଲକ୍ଷ୍ୟ ସ୍ଥଳ ରେ ପହଁଞ୍ଚି ପାରିବା, ବିପରୀତ ଦିଗ ରେ ଗଲେ ସଫଳତା ହାସଲ କରିବା ସମ୍ଭବ ନୁହେଁ ll*
                            ଜୟ ଜଗନ୍ନାଥ

No comments:

Post a Comment