***ସତ୍ୟ ବଚନ ***
ତୁମକୁ ଯିଏ ଥଟା କରୁଛି
ତାକୁ ଥଟା କରିବାକୁ ଦିଅ
ତୁମକୁ ଯିଏ ଖରାପ ଭାବୁଛି
ତାକୁ ଭାବିବା କୁ ଦିଅ
କାରଣ ଏ ଦୁନିଆ ଏମିତି
ଏଠି ଭଲ ଲୋକଙ୍କୁ ମିଳେ ନିନ୍ଦା
ଖରାପ ଲୋକଙ୍କୁ ମିଳେ ପ୍ରଶଂସା
***ସତ୍ୟ ବଚନ ***
ଅଭିମାନ ସେହି କରେ ଯିଏ ତୁମକୁ
ପ୍ରକୁତରେ ଭଲ ପାଏ
କଥା କଥାରେ ଝଗଡା ସେହି କରେ
ଯିଏ ତୁମକୁ ଅନୁଭବ କରେ
ତୁମର ଦୋଷ ସେହି ଖୋଜିବ ଯିଏ
ତୁମକୁ ସବୁ ସମୟ ରେ miss କରେ
*** ସତ୍ୟ ବଚନ ***
ଜଣେ ଯଦି କିଛି ଭୁଲ ନ କରି
ତୁମ ନିକଟରେ ମୁଣ୍ଡ ନୂଆୟେ
ତେବେ ସେଇଟା ତାହାର ଦୁର୍ବଳତା
ନୁହଁ. ବରଂ ତାହା ତୁମ ପ୍ରତି ଥିବା ଅତୁଟ ଭଲ ପାଇବା
*** ସତ୍ୟ ବଚନ ***
ମନୁଷ୍ୟ ଦୁଇଟି କାରଣ ଯୋଗୁ
ସମ୍ପୂର୍ଣ ରୂପେ ବଦଳିଯାଏ ଗୋଟିଏ
ସେତେବେଳେ , ଯେତେବେଳେ
ଜୀବନରେ କିଛି ବିଶେଷ ଜିନିଷ ଆସିଥାଏ ......
ଓ ଯେତେବେଳେ ଜୀବନରୁ କିଛି
ବିଶେଷ ଜିନିଷ ଦୁରେଇ ଯାଏ
***ସତ୍ୟ ବଚନ***
ବଡ ବିଚିତ୍ର ଶବ୍ଦ ଏ
****SOoRy ****
ମଣିଷ କହିଲେ
ଝଗଡା ଶେଷ
ଡାକ୍ତର କହିଲେ
ମଣିଷ ଶେଷ ,,,,,
***ସତ୍ୟ ବଚନ ***
👌କିଏ କାହାକୁ ଭୁଲି ଯାଏ 👌
* ଶିକ୍ଷା ଶେଷରେ ଶିଷ୍ୟ ଗୁରୁଙ୍କୁ
* ପୁତ୍ର ବିବାହ ହେଲାପରେ ପିତାମାତାଙ୍କୁ .
* ସମ୍ଭବ ପରେ ପତି ପତ୍ନୀ କୁ
* ଯାତ୍ରୀ ନଦୀ ପାରିହେବା ପରେ ନାଉରିଆକୁ
* ରୋଗୀ ଆରୋଗ୍ୟ ହେବା ପରେ
Docter ଙ୍କୁ ଭୁଲି ଯାଏ
ତୁମକୁ ଯିଏ ଥଟା କରୁଛି
ତାକୁ ଥଟା କରିବାକୁ ଦିଅ
ତୁମକୁ ଯିଏ ଖରାପ ଭାବୁଛି
ତାକୁ ଭାବିବା କୁ ଦିଅ
କାରଣ ଏ ଦୁନିଆ ଏମିତି
ଏଠି ଭଲ ଲୋକଙ୍କୁ ମିଳେ ନିନ୍ଦା
ଖରାପ ଲୋକଙ୍କୁ ମିଳେ ପ୍ରଶଂସା
***ସତ୍ୟ ବଚନ ***
ଅଭିମାନ ସେହି କରେ ଯିଏ ତୁମକୁ
ପ୍ରକୁତରେ ଭଲ ପାଏ
କଥା କଥାରେ ଝଗଡା ସେହି କରେ
ଯିଏ ତୁମକୁ ଅନୁଭବ କରେ
ତୁମର ଦୋଷ ସେହି ଖୋଜିବ ଯିଏ
ତୁମକୁ ସବୁ ସମୟ ରେ miss କରେ
*** ସତ୍ୟ ବଚନ ***
ଜଣେ ଯଦି କିଛି ଭୁଲ ନ କରି
ତୁମ ନିକଟରେ ମୁଣ୍ଡ ନୂଆୟେ
ତେବେ ସେଇଟା ତାହାର ଦୁର୍ବଳତା
ନୁହଁ. ବରଂ ତାହା ତୁମ ପ୍ରତି ଥିବା ଅତୁଟ ଭଲ ପାଇବା
*** ସତ୍ୟ ବଚନ ***
ମନୁଷ୍ୟ ଦୁଇଟି କାରଣ ଯୋଗୁ
ସମ୍ପୂର୍ଣ ରୂପେ ବଦଳିଯାଏ ଗୋଟିଏ
ସେତେବେଳେ , ଯେତେବେଳେ
ଜୀବନରେ କିଛି ବିଶେଷ ଜିନିଷ ଆସିଥାଏ ......
ଓ ଯେତେବେଳେ ଜୀବନରୁ କିଛି
ବିଶେଷ ଜିନିଷ ଦୁରେଇ ଯାଏ
***ସତ୍ୟ ବଚନ***
ବଡ ବିଚିତ୍ର ଶବ୍ଦ ଏ
****SOoRy ****
ମଣିଷ କହିଲେ
ଝଗଡା ଶେଷ
ଡାକ୍ତର କହିଲେ
ମଣିଷ ଶେଷ ,,,,,
***ସତ୍ୟ ବଚନ ***
👌କିଏ କାହାକୁ ଭୁଲି ଯାଏ 👌
* ଶିକ୍ଷା ଶେଷରେ ଶିଷ୍ୟ ଗୁରୁଙ୍କୁ
* ପୁତ୍ର ବିବାହ ହେଲାପରେ ପିତାମାତାଙ୍କୁ .
* ସମ୍ଭବ ପରେ ପତି ପତ୍ନୀ କୁ
* ଯାତ୍ରୀ ନଦୀ ପାରିହେବା ପରେ ନାଉରିଆକୁ
* ରୋଗୀ ଆରୋଗ୍ୟ ହେବା ପରେ
Docter ଙ୍କୁ ଭୁଲି ଯାଏ